ଏକାସାଙ୍ଗରେ AC ଆଉ ସିଲିଂ ଫ୍ୟାନ୍ ଲଗାଉଛନ୍ତି ? ଜାଣିଛନ୍ତି ତ କଣ ହେବ!

ଏକାସାଙ୍ଗରେ AC ଆଉ ସିଲିଂ ଫ୍ୟାନ୍ ଲଗାଉଛନ୍ତି ? ଜାଣିଛନ୍ତି ତ କଣ ହେବ!

ଏସି ଏବଂ ସିଲିଂ ଫ୍ୟାନ୍ ଏକ ସମୟରେ ବ୍ୟବହାର ଅଧିକ ହୋଇଛି । ହେଲେ ଏଭଳି କରିବା କଣ ପ୍ରଭାବ ପଡ଼ିଥାଏ ଜାଣନ୍ତୁ...

ଏସି ଏବଂ ସିଲିଂ ଫ୍ୟାନ୍ ଏକ ସମୟରେ ବ୍ୟବହାର ଅଧିକ ହୋଇଛି । ହେଲେ ଏଭଳି କରିବା କଣ ପ୍ରଭାବ ପଡ଼ିଥାଏ ଜାଣନ୍ତୁ...

AC Tips: ପ୍ରବଳ ଗରମ ଗୁଳୁଗୁଳିରୁ ମୁକ୍ତି ପାଇବାକୁ କିଛି ଲୋକ ଏକା ସାଙ୍ଗରେ ଫ୍ୟାନ୍‌ ଓ ଏସି ଚଲାଇ ଥାଆନ୍ତି । କିନ୍ତୁ କିଛି ଲୋକଙ୍କ ମତରେ ଏସି ଚାଲୁଥିବା ସମୟରେ ସିଲିଂ ଫ୍ୟାନ୍‌ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ସିଲିଂ ଫ୍ୟାନ୍‌ ଗରମ ପବନକୁ ତଳକୁ ଠେଲି ଥାଏ । 

AC Tips: କିନ୍ତୁ ଯେତେବେଳେ ଏସି ସହିତ ଏକ ସିଲିଂ ଫ୍ୟାନ୍ ବ୍ୟବହୃତ ହୁଏ, ସେତେବେଳେ ଫ୍ୟାନ୍ କେବଳ କୋଠରୀରେ ବାୟୁକୁ ହିଁ ଠେଲିଥାଏ । ଏହାର ଏସି କିମ୍ବା ରୁମ୍‌ର ତାପମାତ୍ରା ଉପରେ ପ୍ରଭାବ ପକାଇ ନଥାଏ । ଅନେକ ସମୟରେ ଆପଣ ଏସି ଚଲାଇବା ସମୟରେ ଭୁଲ କରିଥାଆନ୍ତି । ଏହି ଭୁଲ ଆପଣଙ୍କ ପାଇଁ ସାମାନ୍ୟ ହୋଇଥାଇପାରେ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ଆପଣଙ୍କ ଅଧିକ ବିଦ୍ୟୁତ୍‌ ବିଲ୍‌ର କାରଣ ହୋଇଥାଏ ।

AC Tips: ଏସି ସହ ସିଲିଂ ଫ୍ୟାନ୍‌ ଚଲାଇବା ଦ୍ୱାରା ଏହା ରୁମ୍‌ରେ ଥିବା ଲୋକମାନଙ୍କୁ ଥଣ୍ଡା ଏବଂ ଆରାମ ପ୍ରଦାନ କରିଥାଏ । ଚାଲନ୍ତୁ ଜାଣିବା ସଠିକ କଥା କଣ ? ଅନେକ ଲୋକ ଅଭିଯୋଗ କରନ୍ତି ଯେ ଅଳ୍ପ ସମୟ ପାଇଁ ଏସି ସହ ସିଲିଂ ଫ୍ୟାନ୍‌ ଚାଲିଲେ ମଧ୍ୟ ବିଦ୍ୟୁତ୍ ବିଲ୍ ବହୁତ ଅଧିକ ଆସୁଛି । ତେଣୁ ସେମାନେ କମ୍ ଏସି ବ୍ୟବହାର କରିଥାଆନ୍ତି । 

AC Tips: ବାସ୍ତବରେ ଏସି ସହ ସିଲିଂ ଫ୍ୟାନ୍‌ ଚଲାଇବା ଦ୍ୱାରା ଏସି ଉପରେ ଅଧିକ ଚାପ ସୃଷ୍ଟି ହୋଇନଥାଏ । ଅଧିକାଂଶ ଲୋକ ଶୋଇବା ଘରେ ଏସି ରଖନ୍ତି। ରାତିରେ ଶୋଇବା ସମୟରେ ସେମାନେ ରିମୋଟରୁ ଏସି ବନ୍ଦ କରନ୍ତି କିମ୍ବା ଆବଶ୍ୟକ ନ ହେଲେ ମୁଖ୍ୟ ସୁଇଚରୁ ଏସି ବନ୍ଦ କରନ୍ତି ନାହିଁ। ଏହାପରେ ଫ୍ୟାନ୍‌ ଚଲାଇ ଥାଆନ୍ତି ।

AC Tips: କିନ୍ତୁ ରୁମ୍‌ରେ ଥଣ୍ଡା ଯେପରି କମ୍‌ ନହୁଏ ସେଥିପାଇଁ ସମସ୍ତ ଝରକା ଏବଂ କବାଟକୁ ଯତ୍ନର ସହିତ ଭଲ ଭାବେ ବନ୍ଦ କରନ୍ତୁ । ଯେହେତୁ ବାହାରେ ଏସିର କମ୍ପ୍ରେସର୍‌ ଥାଏ ଆପଣ ହୁଏତ ଜାଣିପାରିବେ ନାହିଁ ଯେ ଆପଣଙ୍କର ଏସି ବନ୍ଦ ହୋଇନାହିଁ, କିନ୍ତୁ ବିଦ୍ୟୁତ୍ ବ୍ୟବହାର ଜାରି ରଖିଛି । ଏଭଳି ପରିସ୍ଥିତିରେ, ଏସି କମ୍ ବ୍ୟବହୃତ ହେଲେ ବି ବିଦ୍ୟୁତ୍ ବିଲ୍ ଅଧିକ ଆସିବ ବୋଲି ଆପଣ ଭାବୁଥିବେ ।

AC Tips: କିନ୍ତୁ ବାସ୍ତବରେ, ଏସି ସହିତ ଏକ ଫ୍ୟାନ୍ ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍ ସଞ୍ଚୟ ହୋଇପାରିବ । ଅଧିକାଂଶ ଲୋକ ବର୍ତ୍ତମାନ ଦେଢ଼ ଟନ୍ ଏସି କିଣୁଛନ୍ତି । କାରଣ ଏହା ଏକ ମଧ୍ୟମ ଆକାରର କୋଠରୀ ପାଇଁ ଯଥେଷ୍ଟ । ତେବେ, ଏସି କିଣିବା ସମୟରେ ଲୋକଙ୍କ ପାଇଁ ବିଦ୍ୟୁତ୍ ବିଲ୍ ଏକ ପ୍ରମୁଖ ଚିନ୍ତାର ବିଷୟ । ଅନେକ ଘରେ ଏସି ଥାଏ କିନ୍ତୁ ଏହି ସେମାନେ ରାତିସାରା ଏହାକୁ ଚଲାନ୍ତି ନାହିଁ । ଯାହା ଦ୍ୱାରା ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇବ ନାହିଁ

ଏସି ଚଲାଇବା ସହ ବିଦ୍ୟୁତ୍‌ ବିଲ୍‌ ସଞ୍ଚୟ କରିବାକୁ ଚାହୁଁଥିଲେ ଏସିରେ ଥିବା ତାପମାତ୍ରା ୨୪ ରୁ ୨୬ରେ ସେଟ୍‌ କରାଯିବା ଉଚିତ । ତା ସହିତ ଫ୍ୟାନକୁ ସର୍ବନିମ୍ନ ବେଗରେ ରଖିବା ଉଚିତ | ଏହା କରିବା ଦ୍ୱାରା ରୁମ୍ ଶୀଘ୍ର ଥଣ୍ଡା ହୋଇଯିବ ।

କାରଣ ଗୋଟିଏ ଫ୍ୟାନ୍‌ ଚାଲିଲେ ଏହା ପୁରା ରୁମ୍‌ରେ ପବନ ଖେଳାଇ ଥାଏ । ଏଣୁ ଏସିରୁ ଆସୁଥିବା ଥଣ୍ଡା ପବନ ଅତି ଶୀଘ୍ର ରୁମ୍‌ର କୋଣକୋଣରେ ପହଞ୍ଚି ପାରିଥାଏ । ଏଥିପାଇଁ ଏସିର ବ୍ଲୋୟର ଉପରେ ବି ଅଧିକ ଚାପ ପଡ଼େନାହିଁ । ଏଣୁ ଏସି କମ୍‌ ସମୟ ଚଲାଇବାକୁ ପଡ଼ିବ । ଫଳରେ ଆପଣଙ୍କ ବିଦ୍ୟୁତ୍‌ ଖର୍ଚ୍ଚ ବି ବଞ୍ଚି ପାରିବ ।